ଦୀପକ ଆଣ୍ଟାନି (ଜନ୍ମ ୨୦ ସେପ୍ଟେମ୍ବର ୧୯୬୪) ଜଣେ ଭାରତୀୟ ଅଭିନେତା, ନିର୍ଦ୍ଦେଶକ ଓ ପଟ୍ଟାକଥାଲେଖକ, ଯିଏ ଗୁଜରାଟୀ ଓ ହିନ୍ଦୀ ସିନେମା, ଟେଲିଭିଜନ ଓ ନାଟକରେ ବିଭିନ୍ନ ଭୂମିକାରେ ପରିଚିତ । ସେ ମହାତ୍ମା ଗାନ୍ଧୀଙ୍କୁ ଚଳଚ୍ଚିତ୍ର, ନାଟକ, ଡକ୍ୟୁମେଣ୍ଟାରୀ ଓ ସଂଗ୍ରହାଳୟରେ ଚିତ୍ରିତ କରିବାରେ ବିଶେଷ ପରିଚିତ। ୨୦୨୩ରେ ରାଜକୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶନାରେ...
