ଚନ୍ଦେରକାନ୍ତା କୌଲ (ଜନ୍ମ: ୨୧ ଜାନୁଆରୀ ୧୯୭୧) ଭାରତର ଏକ ପୂର୍ବତନ ମହିଳା କ୍ରିକେଟ୍ ଖେଳାଳି । ସେ ଡାହାଣ ହାତରେ ବ୍ୟାଟିଂ କରୁଥିବା ଏକ ପ୍ରମୁଖ ବ୍ୟାଟର୍ ଥିଲେ । ୧୯୯୩ ରୁ ୨୦୦୦ ପର୍ଯ୍ୟନ୍ତ ସେ ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଖେଳିଥିଲେ । ଏହି ସମୟରେ ସେ ୫ଟି ଟେଷ୍ଟ୍ ମ୍ୟାଚ୍ ଏବଂ ୩୧ଟି ଓନ୍-ଡେ ଇଣ୍ଟରନ୍ୟାସନାଲ୍ (ODI) ମ୍ୟାଚ୍ ଖେଳିଥିଲେ । ସେ...